ପୂଜା

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସରେ ପାଳନ କରାଯାଉଥିବା ଏକ ପୂଜା। ତିଥି: ଜ୍ୟେଷ୍ଠ ଅମାବାସ୍ୟା।

Savitri Brata is a puja observed in Jyestha (around 2026-06-15). Tithi: ଜ୍ୟେଷ୍ଠ ଅମାବାସ୍ୟା.

ତିଥି: ଜ୍ୟେଷ୍ଠ ଅମାବାସ୍ୟାନକ୍ଷତ୍ର: ରୋହିଣୀ / ମୃଗଶିରା2026-06-15

ନିୟମ ପଦ୍ଧତି

ଅକ୍ଷର ଆକାର
ଧାଡି ବ୍ୟବଧାନ
  1. 1

    ସଧବା ଓଡ଼ିଆ ନାରୀମାନଙ୍କର ସ୍ୱାମୀଙ୍କ ଦୀର୍ଘାୟୁ, ନିରାମୟ ଜୀବନ ଓ ମଙ୍ଗଳ କାମନା ପାଇଁ ପାଳିତ ବ୍ରତ। ସତ୍ୟବାନ-ସାବିତ୍ରୀଙ୍କ ପୌରାଣିକ ଆଖ୍ୟାୟିକାକୁ ଆଧାର କରି ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳା ଉପବାସ ରହି ମା’ ସାବିତ୍ରୀ ଓ ଯମଦେବଙ୍କ ପୂଜା ସହ ଫଳମୂଳ ଭୋଗ ଅର୍ପଣ କରନ୍ତି।

ଉତ୍ସ: Festivals of Odisha (community-compiled reference)