ପୂଜା
ଅଶୋକାଷ୍ଟମୀ (ରୁକୁଣା ରଥଯାତ୍ରା)
ଅଶୋକାଷ୍ଟମୀ (ରୁକୁଣା ରଥଯାତ୍ରା) ଚୈତ୍ର ମାସରେ ପାଳନ କରାଯାଉଥିବା ଏକ ପୂଜା। ତିଥି: ଚୈତ୍ର ଶୁକ୍ଳ ଅଷ୍ଟମୀ।
Ashokastami / Rukuna Ratha Yatra is a puja observed in Chaitra (around 2026-03-26). Tithi: ଚୈତ୍ର ଶୁକ୍ଳ ଅଷ୍ଟମୀ.
ତିଥି: ଚୈତ୍ର ଶୁକ୍ଳ ଅଷ୍ଟମୀନକ୍ଷତ୍ର: ପୁନର୍ବସୁ2026-03-26
ନିୟମ ପଦ୍ଧତି
ଅକ୍ଷର ଆକାର
ଧାଡି ବ୍ୟବଧାନ
- 1
ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କର ଅତି ପ୍ରସିଦ୍ଧ ରଥଯାତ୍ରା। ପ୍ରଭୁ ଲିଙ୍ଗରାଜ (ହରିହର) ନିଜ ରଥ 'ରୁକୁଣା'ରେ ବିଜେ କରି ରାମେଶ୍ୱର ମନ୍ଦିରକୁ ଯାଆନ୍ତି। ଏହି ରଥକୁ 'ଅଣଲେଉଟା ରଥ' କୁହାଯାଏ, କାରଣ ଏହା ଫେରିବା ସମୟରେ ପଛକୁ ନ ବୁଲି ରଥର ପଛପଟକୁ ମୁଖ୍ୟ ଦ୍ୱାର କରି ଫେରିଥାଏ।
ଉତ୍ସ: Festivals of Odisha (community-compiled reference)
